ନିହିଲିଷ୍ଟ୍
ଦେଖଣା
ନିହିଲିଷ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ; ଲାଟିନ୍. ନିଲ୍=କିଛି ନୁହେଁ)
[ସମ୍ପାଦନା]ଆଧୁନିକ ସମାଜକୁ ସମୂଳ ବିନାଶ ସାଧନକାରୀ ରୁଷିଆର ରାଜନୀତିକ ଦଳବିଶେଷ — Nihilist; a revolutionary socialistic party in Russia aiming at the overthrow of all the existing institutions in society.
[ ଦ୍ର—ଏମାନଙ୍କ ପ୍ରଚାରିତ ବାଦକୁ Nihilism ନିହିଲିଜ୍ମ ବୋଲାଯଏ ]