ନିୟନ୍ତ୍ରଣ
ଦେଖଣା
ନିୟନ୍ତ୍ରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ ଯନ୍ତ୍ର୍ ଧାତୁ= ବିରତ ହେବା; ସଙ୍କୁଚିତ ହେବା + ଭାବ. ଅନ)
[ସମ୍ପାଦନା]- ୧. ସଂଯମନ — ୧. Checking; controlling; restraint.
- ୨. ଶାସନ —୨. Governing.
- ୩. ନିୟମନ —୩. Regulating; restricting.
- ୪. ପ୍ରତିବନ୍ଧ ଦୂରୀକରଣ — ୪. Removal of obstruction.
- ୫. ସଂଜ୍ଞା ନିରୂପଣ —୫. Defining.
- ୬. ନିବାରଣ —୬. Preventing.
- ୭. ଅନେକାର୍ଥ ଶବ୍ଦର ଏକ ଅର୍ଥ ନିରୂପଣ — ୭. Confining of a word to a particular sense (Apte).
- ୮. ପରିଚାଳନ —୮. Conducting.