ନିୟୋଜିତ

ଉଇକିଅଭିଧାନ‌ରୁ

ନିୟୋଜିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିୟୋଜିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ନି+ଯୁଜ୍. ଧାତୁ. ଣିଚ+କର୍ମ ତ)[ସମ୍ପାଦନା]

୧. ଅନ୍ୟଦ୍ୱାରା କର୍ମରେ ନିଯୁକ୍ତ କରା ଯାଇଥିବା — ୧. Appointed to an office.
୨. ନିଯୁକ୍ତ —୨. Engaged.
୩. ପ୍ରବର୍ତ୍ତିତ —୩. Stimulated.
୪. ପ୍ରେରିତ —୪. Sent.
୫. ଭାର ପ୍ରାପ୍ତ; କ୍ଷମତା ପ୍ରାପ୍ତ —୫. Entrusted; authorised.
୬. ଆଦିଷ୍ଟ —୬. Commanded; enjoined; commissioned.
୭. ସଂଯୁକ୍ତ; ପ୍ରଯୁକ୍ତ —୭. Connected with; joined to; attached to; tied on.
୮. ବ୍ୟବହୃତ —୮. Used; utilised.
୯. ଆଦେଶଦ୍ୱାରା ବ୍ୟବହୃତ —୯. Commandeered.
୧. ସ୍ଥାପିତ —୧୦. Placed; laid.
୧୧. କୌଣସି କର୍ମ କରିବାକୁ ଉତ୍ତେଜିତ — ୧୧. Urged; impelled; incited; instigated.