ନୀବିବନ୍ଧ
ଦେଖଣା
- ପିନ୍ଧାଲୁଗାର ଗଣ୍ଠି ନୀବିବନ୍ଧ
ଉଚ୍ଚାରଣ
[ସମ୍ପାଦନା](ନୀବିବନ୍ଧନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ନୀବି+ବନ୍ଧ)
[ସମ୍ପାଦନା]ଅଣ୍ଟାରେ ଥିବା ପିନ୍ଧା ଲୁଗାର ଗଣ୍ଠି; ସ୍ତ୍ରୀମାନଙ୍କ ଲୁଗାର ଖୋସଣୀ; କଛାମୁଠି — The knot into which the cloth round a woman's waist is gathered together or tied securely.
ସୂଝିନ ଶାଢୀ କାଛି ପିନ୍ଧିଛନ୍ତି ନିବିଡ଼ ନୀବୀବନ୍ଧେ ଜଗତ ମୋହନ୍ତି କୃଷ୍ଣସିଂହ, ମହାଭାରତ. ଆଦି