Jump to content

ନୁଡ଼

ଉଇକିଅଭିଧାନ‌ରୁ

ନୁଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀ ଲୋକମାନଙ୍କର ଏକ ପ୍ରକାର ଖେଳ — A kind of indoor game at hazards.

[ ଦ୍ର—ଏଥିରେ ଚାରି କୋଣିଆ ଖଣ୍ଡିଏ କାଠିର ୪ ପାଖେ ଚିହ୍ନ ଥାଏ ତାକୁ ଭୂଇଁରେ ପକାଇଲେ ଯେଉଁ ପାଖ ଉପରକୁ ରହେ ସେଥିରେ ଥିବା ସଂଖ୍ୟା ଅନୁସାରେ ପାଲୀରେ ସାର ଚଳାଯାଏ ]