Jump to content

ନୂତନ

ଉଇକିଅଭିଧାନ‌ରୁ

ନୂତନ

ଉଚ୍ଚାରଣ

[ସମ୍ପାଦନା]

(ନୂତ୍ନ—ଅନ୍ୟରୂପ)

(ନୂତନତା—ନୂତନତ୍ୱ—ବି)

(ନୂତନା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ନବ+ସ୍ୱାର୍ଥରେ ତନ; 'ନବ' ସ୍ଥାନରେ 'ନୂ')

[ସମ୍ପାଦନା]
୧. ନବୀନ; ଅଭିନବ; ନୂଆ — ୧. New; novel; recent.
୨. ସଦ୍ୟ; ତଟକା —୨. Fresh.
୩. ଅପୂର୍ବ; ଅଦ୍ଭୁତ — ୩. Extraordinary; wonderful.