ନେଉଆ

ଉଇକିଅଭିଧାନ‌ରୁ

ନେଉଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ପର୍ତ୍ତୁଗୀଜ ଆନୋନା)[ସମ୍ପାଦନା]

ଆତଜାତୀୟ ଫଳ— ବିଶେଷ; ଲେଉଆ —A kind of apple; the bullock's heart; Anone Raticulate.

[ଦ୍ରଷ୍ଟବ୍ୟ —ଏ ଗଛ ପୂର୍ବେ ବିଦେଶରୁ ଅଣାଯାଇ ଏ ଦେଶରେ ବର୍ତ୍ତମାନ ଉଠୁଥିବାର ପଣ୍ଡିତମାନେ କହନ୍ତି; ଏହାର ମଞ୍ଚି ଆତମଞ୍ଚି ପରି କିନ୍ତୁ ଉପର ଚୋପା ମସୃଣ]