Jump to content

ନେଥେଇ ଫୁଲୀ

ଉଇକିଅଭିଧାନ‌ରୁ

ନେଥେଇ ଫୁଲୀ

ଉଚ୍ଚାରଣ

[ସମ୍ପାଦନା]

(ନେଥେଇ ଫୁଲେଈ—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (କଟକ ଓ ପୁରୀ) ବିଶେଷ୍ୟ -

[ସମ୍ପାଦନା]
୧. ଅହଂକାରିଣୀ ନାରୀ; ଗଉଁବାଜ୍ ସ୍ତ୍ରୀ — ୧. An arrogant woman.
୨. ଯେଉଁ ସ୍ତ୍ରୀ ନିଜର ବିଭବ ବା ନିଜର ଅନ୍ୟ ପ୍ରତି ସ୍ନେହ ବାହାରେ ଦେଖାଇ ହୁଏ —୨. A vain glorious woman.