Jump to content

ନେବା

ଉଇକିଅଭିଧାନ‌ରୁ

ନେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଦେବା—ବିପରୀତ)

(ନବା—ଗ୍ରାମ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ନୀ ଧାତୁ)[ସମ୍ପାଦନା]

୧. ଗ୍ରହଣ କରିବା — ୧. To take or receive.
୨. ସ୍ଥାନାନ୍ତର କରିବା —୨. To remove.
୩. (ଦିନ ବା କାଳ) କଟାଇବା; ସାରିବା — ୩. To spend or pass (time).

କୁବୁଜା ସଙ୍ଗେ ନାନା ଭାବରଙ୍ଗେ ରଜନୀ ଦିବସ ନିଅନ୍ତି— ଭକ୍ତଚରଣ—ମଥୁରାମଙ୍ଗଳ

୪. ବଳପୂର୍ବକ ହରଣ କରିବା — ୪. To snatch away by force; to kidnap.