Jump to content

ନୈପାଳୀ

ଉଇକିଅଭିଧାନ‌ରୁ

ନୈପାଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବୈଦ୍ୟକ) (ନେପାଳ+ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଶେଫାଳିକା; ଗଙ୍ଗଶିଉଳୀ ଗଛ — ୧. A flowering tree; Nyctanthes Arbortrestes.
୨. ନୀଳ ଗୁଳ୍ମ —୨. Indigo plant.
୩. ମନଃଶୀଳା —୩. Red arsenic.
୪. ନବମଲ୍ଲିକା; ନିଆଳୀ — ୪. Double jasmine.