Jump to content

ନୈମିଷ

ଉଇକିଅଭିଧାନ‌ରୁ

ନୈମିଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିମିଷ=ସୂକ୍ଷ୍ମ ସମୟ ବା ଚକ୍ଷୁର ପଲକ ପଡ଼ିବା ସମୟ+ଭବାର୍ଥେ. ଅ)

[ସମ୍ପାଦନା]
୧. କ୍ଷଣିକ —୧. Momentary; transient.
୨. ନିମିଷମାତ୍ର ସ୍ଥାୟୀ —୨. Lasting for a moment or twinkling of the eye.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନୈମିଷାରଣ୍ୟ (ଦେଖ) - N&aline;i̱mishāraṇya (See)