ନୌକରି

ଉଇକିଅଭିଧାନ‌ରୁ

ନୌକରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ନୌକର୍+ଓ. ଇପ୍ରତ୍ୟୟ)[ସମ୍ପାଦନା]

୧. ଦାସତ୍ୱ — ୧. Slavery.
୨. ଚାକିରି —୨. Service.
୩. ଚାକିରି ବୃତ୍ତି —୩. The profession of service; service as a profession.