ନ୍ୟକ୍କାର

ଉଇକିଅଭିଧାନ‌ରୁ

ନ୍ୟକ୍କାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନ୍ୟକ୍=ଘୃଣାର୍ଥରେ ଅବ୍ୟୟ+କୃ+ଧାତୁ+ଭାବ ଅ)[ସମ୍ପାଦନା]

୧. ଘୃଣା; ଅବଜ୍ଞା — ୧. Abhorrence; contempt.
୨. ବମନ; ବାନ୍ତି —୨. Vomiting.
୩. ଧିକ୍କାର —୩. Contemptuous words.