Jump to content

ନ୍ୟଗ୍ରୋଧପରିମଣ୍ଡଳା

ଉଇକିଅଭିଧାନ‌ରୁ

ନ୍ୟଗ୍ରୋଧପରିମଣ୍ଡଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ବିଶାଳନିତମ୍ୱା, କ୍ଷୀଣମଧ୍ୟା, କଠିନ— କୁଚା ସୁନ୍ଦରୀ ଅଙ୍ଗନା — A fair woman with symmetrical and graceful limbs, firm breasts and lean waist.

[ଦ୍ରଷ୍ଟବ୍ୟ —ଏପରି ସ୍ତ୍ରୀର ଶରୀରର ସ୍ପର୍ଶ ଗ୍ରୀଷ୍ମକାଳରେ ଶୀତଳ ଓ ଶୀତକାଳରେ ଉଷ୍ଣ ବୋଧହୁଏ]