ନ୍ୟାୟ

ଉଇକିଅଭିଧାନ‌ରୁ

ନ୍ୟାୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ନି=ନିଶ୍ଚୟ, ସତ୍ୟ+ଇ ଧାତୁ= ଗମନ କରିବା+ କର୍ତ୍ତୃ ଅ; ଯାହା ମନୁଷ୍ୟକୁ ସତ୍ୟଆଡ଼କୁ ନେଇ ଯାଏ)

୧. ବିଷ୍ଣୁ —୧. Bishṇu.
୨. ଯୁକ୍ତି; ବିତର୍କ —୨. Reasoning; argument.
୩. ବିଚାର —୩. Jodgment; consideration; adjudication.
୪. ଯଥାର୍ଥ୍ୟ; ଔଚିତ୍ୟ —୪. Propriety; fitness.
୫. ସୁବିଚାର; ଧର୍ମବିଚାରଣା — ୫. Righteousness; equity; justice.
୬. ଆଇନ୍ —୬. Law.
୭. ସତ୍ୟ —୭. Truth.
୮. ସତ୍ୟନିର୍ଦ୍ଧାରଣ — ୮. Ascertainment of truth.
୯. ଷଡ଼୍ଦର୍ଶନାନ୍ତର୍ଗତ ଗୌତମ ପ୍ରଣୀତ ଦର୍ଶନଶାସ୍ତ୍ର ବା ଅନ୍ୱିକ୍ଷୀକୀ ଶାସ୍ତ୍ର —୯. One of the six systems of Hindu philosophy.
୧. ତର୍କଶାସ୍ତ୍ର; ନ୍ୟାୟଶାସ୍ତ୍ର; ନ୍ୟାଦର୍ଶନ — ୧୦. Logic; dialectics.

[ଦ୍ରଷ୍ଟବ୍ୟ —ଯୁକ୍ତି ଓ ତର୍କଦ୍ୱାରା କୌଣସି ବିଷୟରେ ଖଣ୍ଡନମଣ୍ଡନ ଓ ସିଦ୍ଧାନ୍ତ ନ୍ୟାୟଶାସ୍ତ୍ରର ଉଦ୍ଦେଶ୍ୟ ଏହି ଶାସ୍ତ୍ର ପ୍ରତିଜ୍ଞା, ହେତୁ ଉଦାହରଣ, ଉପନୟ ଓ ନିଗମନ ଏହି ପଞ୍ଚାଙ୍ଗବିଶିଷ୍ଟ]

୧୧. ଯୁକ୍ତମୂଳକ ଦୃଷ୍ଟାନ୍ତବିଶେଷ; ନୀତି —୧୧. Moral precept; the moral of a tale or subject.

(ଯଥା—ଗଡ୍ଡଳିକା ପ୍ରବାହ ନ୍ୟା଼ୟ; କାକତାଳିକା ନ୍ୟାୟ)

୧୨. ଦୁଷ୍ଟାନ୍ତଦ୍ୱାରା ଆରୋପିତ ତୁଳନା ବା ସାଦୃଶ୍ୟ — ୧୨. Analogy.
୧୩. ଭିନ୍ନ ଭିନ୍ନ ପ୍ରସଙ୍ଗ ବା ଘଟନା ସମ୍ପର୍କରେ ତୁଳନା ବା ସାଦୃଶ୍ୟ ସୂଚନାକାରୀ ଦୃଷ୍ଟାନ୍ତ ବାକ୍ୟ —୧୩. Analogical saying establishing comparision of similarity of one matter with another.

[ଦ୍ରଷ୍ଟବ୍ୟ —ଉପସ୍ଥିତ ଘଟନା ବା ବିଷୟ ସଙ୍ଗେ ଅନ୍ୟ ସମ୍ଭବ ବା ଅସମ୍ଭବ ବିଷୟରେ ଦୃଷ୍ଟାନ୍ତଦ୍ୱାରା ତୁଳନା ବା ଉପମା ଓ ସାଦୃଶ୍ୟସୂଚକ ଯେଉଁ ଆପ୍ତବଚମାନ ଦେଶରେ ବହୁକାଳରୁ ପ୍ରଚଳିତ ଅଛି ତାକୁ ନ୍ୟାୟ ବୋଲାଯାଏ ଏହି ନ୍ୟାୟବଚମାନଙ୍କର ବ୍ୟାଖ୍ୟା ଏ ଗ୍ରନ୍ଥର ଅକ୍ଷରାଦିକ୍ରମରେ ଦିଆଯାଇ ଅଛି]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନିଷାପ; ପଞ୍ଚାୟତ ବିଚାର —୧. Arbitration
୨. ବିଚାପଣା —୨. Adjudication.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ପରି —୧. Like; similar; resembling; analogous.
୨. ନ୍ୟାୟ —୨. Proper; reasonable.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ସଦୃଶ —Similarly; like.



ନ୍ୟାୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅ)[ସମ୍ପାଦନା]

୧. ଅର୍ପଣ; ଡିପାଜିଟ୍; ସଂରକ୍ଷଣାର୍ଥ ଧନାଦି ଅର୍ପଣ — ୧. Commitment; depositing; entrusting.
୨. ସ୍ଥାପନ; ଥୋଇବା; ରଖିବା — ୨. Setting down; placing.
୩. ନିକ୍ଷେପ —୩. Throwing.
୪. ଶ୍ୱସ—ପୂରାଣ, ଧାରଣ ଓ ରେଚନପୂର୍ବକ ମନ୍ତ୍ରଜପ; ପୂରକ, କୁମ୍ଭକ ଓ ରେଚକପୂର୍ବକ ମନ୍ତ୍ରଜପ — ୪. The act of repeating a formula while regulating the breath.
୫. (+କର୍ମ. ଅ) ଗଚ୍ଛିତ ଦ୍ରବ୍ୟ — ୫. A deposit; a pledge.
୬. ବନ୍ଧକ ଦେବା —୬. Mortagaging; pledging.
୭. ବନ୍ଧକ ଦିଆଯିବା ସମ୍ପତ୍ତି — ୭. Mortgaged property; pledge; pawn.
୮. ତ୍ୟାଗ; ବର୍ଜନ — ୮. A bandonment; renuciation.
୯. ମନରେ କୌଣସି ଭାବର ଦୃଢ଼ାଧିଷ୍ଠାନ; ଧାରଣା — ୯. Mental impression; conviction.
୧. ସନ୍ୟାସ —୧୦. Renunciation of the world.
୧୧. (ସଙ୍ଗୀତ) ରାଗର ବିଶ୍ରାମକ ସ୍ୱର (ପ୍ରକୃତିବାଦ) — ୧୧. (Music) The tune which ends a musical air.
୧୨. ପୂଜା କରିବା ସମୟରେ ତାନ୍ତ୍ରିକ ପଦ୍ଧତି ଅନୁସାରେ ମନ୍ତ୍ରପାଠକପୂର୍ବକ ଦେବତାଙ୍କ ଭିନ୍ନ ଭିନ୍ନ ଅଙ୍ଗରେ (ଯଥା— କର, ହୃଦୟ, ଶିରଃ. ଶିଖା, କବଚ, ନେତ୍ରାଦି ଧ୍ୟାନପୂର୍ବକ ଉକ୍ତ ଅଙ୍ଗମାନଙ୍କରେ) ଭିନ୍ନ, ଭିନ୍ନ ବର୍ଣ୍ଣ ସ୍ଥାପନ — ୧୨. The symbolical placing of different letters in the different parts of the body of a Deity during esotertic worship.
୧୩. ଯଥାସମୟରେ ପ୍ରତ୍ୟର୍ପିତ ହେବା ବା ବ୍ୟୟିତ ହେବାପାଇଁ କୌଣସି ବ୍ୟକ୍ତିଙ୍କଠାରେ ଅର୍ପିତ ଧନ —୧୩. Deposit on trust for a particulat purpose.
୧୪. କୌଣସି ବାଧା ବା ରୋଗର ଶାନ୍ତ୍ୟର୍ଥେ ବାଧାଗ୍ରସ୍ତ ବା ରୋଗୀର ଭିନ୍ନ ଭିନ୍ନ ଅଙ୍ଗରେ ହସ୍ତ ସ୍ଥାପନପୂର୍ବକ ମନ୍ତ୍ରପାଠ (ହିନ୍ଦୀ - ଶ) —୧୪. The act of reciting set formulae by touching the defferent parts of the body of a patient or a person affected by evil influence, to drive away the evil influence; the act of making hypnotic passes with the hand.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପରମ୍ପରାଗତ ବ୍ୟବସ୍ଥା —Rule obtaining from time immemorial.

ବଧୁ ଅଧିକ କି ଶାଶୁଠାବରୁ ବୋଧି ତାକୁ ବାଣୀ ଏହି ନ୍ୟ୍ୟାସରୁ ଭଞ୍ଜ. ବୈଦେହିଶବିଳାସ