ନ ଇଦେବା

ଉଇକିଅଭିଧାନ‌ରୁ

ନ ଇଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ଇତର ଓ ଶୂଦ୍ରାଦିଙ୍କ ବ୍ୟବହୃତ)[ସମ୍ପାଦନା]

(ଅଳଙ୍କାର, ସିନ୍ଦୁର ଓ ଅଳତା ଆଦି) ଅନ୍ୟକୁ ପିନ୍ଧାଇବା; ଅନ୍ୟର ଶରୀରକୁ ଭୂଷିତ କରାଇବା; ବେଶ କରିବା — To put on ornaments etc on another's body.

ପ୍ରାଦେଶିକ - (ଭଦ୍ରଖ)କ୍ରିୟାପଦ -[ସମ୍ପାଦନା]

ରଖିବା — To put; to place.