ପଁ

ଉଇକିଅଭିଧାନ‌ରୁ

ପଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

ଅଧୋବାୟୂ ନିଃସରଣକାଳୀନ ନାତ୍ୟୁଚ୍ଚ ଶବ୍ଦ —A moderate sound due to the issuing out of wind through the anus.

[ଦ୍ରଷ୍ଟବ୍ୟ —'ପୁଁ' ଶବ୍ଦ'ପଁ' ଶବ୍ଦଠାରୁ କ୍ଷୀଣତର 'ପେଁ' ଶବ୍ଦ 'ପଁ' ଅପେକ୍ଷା ବହୁକାଳସ୍ଥାୟୀ]