ପଅ ବାଆର

ଉଇକିଅଭିଧାନ‌ରୁ

ପଅ ବାଆର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପଅବାର, ଅବାର, ଅହବାର, ପୁଅବାର, ପୋବାଆର, ପୋବାରଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦ)[ସମ୍ପାଦନା]

୧. ପଶାଖେଳର କାଠିରେ ପଡ଼ିବା ୧୩: ସଂଖ୍ୟକ ଦାନ —୧. The turn of dice resulting in ୧୩.

[ଦ୍ରଷ୍ଟବ୍ୟ —୩ଖଣ୍ଡ଼ ପଶାକାଠି ମଧ୍ୟରୁ ଏକ ଖଣ୍ଡରେ '୧' ଏବଂ ଅନ୍ୟ ଦୁଇଖଣ୍ଡିର ପ୍ରତ୍ୟେ କରେ '୬' ଦାନ ପଡ଼ିଲେ ପଅ ବାଆର ହୁଏ ଏପରି ଦାନ ସହଜରେ ପଡ଼େ ନାହିଁ]

୨. (ଲକ୍ଷଣାର୍ଥ) ଆନନ୍ଦର ସମୟ; ସୌଭାଗ୍ୟବେଳ; ସୁଯୋଗ; ମଉଜ ମଜଲିସର ବେଳ —୨. A good opportunity; a time of merriment or joy.

(ଯଥା— ଅବଧାନେ ଆଜି ଗାଆଁକୁ ଯାଇଛନ୍ତି ବୋଲି ପିଲାଙ୍କୁ ପଅ ବାଆର ପଡ଼ିଛି)