ପଇ
ଦେଖଣା
ପଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଇ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଧି)
[ସମ୍ପାଦନା]- ୧. ପହି; ଶଗଡ଼ଚକରେ ପରିଧିକୁ ଘେରି— ଥିବା ଲୌହମୟ ବଳୟ —୧. The iron-ring surrounding the rim of a cart.
- ୨. ଶଗଡ଼ ଚକର ପରିଧିରେ ଯୋଡ଼ା ହୋଇଥିବା କାଠ ଖଣ୍ଡମାନ; ନେମି —୨. The wooden arcs forming the circumference of a wheel.
- ୩. ଶଗଡ଼ ଚକଦ୍ୱାରା ଭୂମିରେ ଅଙ୍କିତ ରେଖା — ୩. The track or make left by the wheels of a cart; cart-track.
- ୪. (ସଂସ୍କୃତ - ପରିଧି) କ୍ଷେତର ଚାରି ପାଖେ ଦିଆ ମାଟିର ଉଚ୍ଚ ହିଡ଼ —୪. A high wall of earth raised' round a field with crops in it.
ପଇ
ଉଚ୍ଚାରଣ
[ସମ୍ପାଦନା](ପଇଠା, ପୈଟା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁନରାବୃତ୍ତି)
[ସମ୍ପାଦନା]ପୁନରାବୃତ୍ତି; ମୁଖସ୍ଥିକରଣ — Getting by heart.
ବିଶେଷଣ -
[ସମ୍ପାଦନା]ମୁଖସ୍ଥ —Got by heart. learnt by rote.