ପଇକାର୍
ଦେଖଣା
ପଇକାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଇକାରିଆ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈକାର୍)
[ସମ୍ପାଦନା]କୋଚା ବିକ୍ରି କରିବା ବେପାରୀ; ଯେଉଁ ବେପାରୀ ବଡ଼ ମହାଜନ ଠାରୁ ସଉଦ ଆଣି ଗ୍ରାହକମାନଙ୍କୁ ଅଳ୍ପ ଅଳ୍ପ ପରିମାଣରେ ବିକ୍ରି କରେ —୧. Retail trader; a hawker treding in retail.
- ୨. ଅଳ୍ପ ମୁଳ ଧନ ବାଲା ବେପାରୀ —୨. A petty trader.
ଦେଶଜ - ବିଶେଷଣ -
[ସମ୍ପାଦନା]କୋଚା ବିକ୍ରି ସମ୍ୱନ୍ଧୀୟ —Relating to retail- sale or trade.