ପଇଦଳ
ଦେଖଣା
ପଇଦଳ
ଉଚ୍ଚାରଣ
[ସମ୍ପାଦନା](ପୈଦଲ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦଚଳନ; ପ୍ରା=ପାୟଚଳ; ତୁଳ=ଫାରାସୀ - ପୈଦଲ୍)
[ସମ୍ପାଦନା]- ୧. ପାଦରେ ଚାଲିବା; ପାଦଚାରଣ — ୧. Walking by foot.
- ୨. ଗୋଡ଼ରେ ଚାଲିବା ବ୍ୟକ୍ତି — ୨. Walker; foot passenger.
- ୩. ପଦାତି ସୈନ୍ୟ —୩. Infantry regiment.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପାଦଚାରୀ —୧. Walking.
(ଯଥା—ପଇଦଲ ସିପେଇ)
- ୨. ଯେଉଁ ରାସ୍ତା ଗୋଡ଼ରେ ଚାଲିବା ଲୋକଙ୍କ ବ୍ୟବହାର ପାଇଁବ୍ୟବହୃତ (ଯାନାଦିରେ ବ୍ୟବହାର ପାଇଁ ନୁହେଁ) — ୨. (road) Intended for foot passengers.
(ଯଥା—ପଇଦଲ ବାଟ; ପଇଦଲ ରାସ୍ତା)
କ୍ରି.ବିଶେଷଣ -
[ସମ୍ପାଦନା]ପାଦରେ ଚାଲିକରି —By walking; going on foot.
(ଯଥା—ମୁଁ କଟକରୁ ପଇଦଲ୍ ପୁରୀ ଗଲି)