ପଇଦା
ଦେଖଣା
ପଇଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପଇଦାସ୍, ପୈଦା, ପୈଦାସ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈଦା=ଉତ୍ପନ୍ନ; ପୈଦାଇସ୍=ଉତ୍ପତ୍ତି)
[ସମ୍ପାଦନା]- ୧. ଜନ୍ମ; ଉତ୍ପତ୍ତି —୧. Birth; production.
- ୨. ଲାଭ; ଆୟ —୨. Profit; income.
ବିଶେଷଣ -
[ସମ୍ପାଦନା]- ୧. ଜାତ; ପ୍ରସୂତ —୧. Born; begotton.
- ୨. ପ୍ରାପ୍ତ; ଅର୍ଜିତ —୨. Earned; got.