ପଇଦି

ଉଇକିଅଭିଧାନ‌ରୁ

ପଇଦି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ମାନ୍ଦ୍ରାଜ) ବିଶେଷ୍ୟ -[ସମ୍ପାଦନା]

୧. ମାନ୍ଦ୍ରାଜ ପ୍ରଦେଶରେ ପଇଦି ନାମକ ଅଞ୍ଚଳରେ ପ୍ରଚଳିତ ଏକପ୍ରକାର ବିକୃତ ଓଡ଼ିଆ ଭାଷା (ମାନ୍ଦ୍ରାଜ ୧୯୨୧: ସାଲରେ ସେନ୍ସସ୍ ରିପୋର୍ଟ) —୧. A form of the Oriya language spoken by the inhabitants of Paidi in the Madras presidency. (Census Report of ୧୯୨୧).

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

୨. ପିଆଦା; ପୁଲ୍ସ କନିଷ୍ଟବଳ — ୨. Peom; constable.