ପଇମାସ୍

ଉଇକିଅଭିଧାନ‌ରୁ

ପଇମାସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ପୈମାସ, ପଇମାଶ, ପଏମାସ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈମାଇସ୍=ଭୂମିମାପ; ସେଟଲମେଣ୍ଟ୍ ଯୋଗୁଁ ପ୍ରଚଳିତ ଶବ୍ଦ)[ସମ୍ପାଦନା]

ରାଜସ୍ୱ ବନ୍ଦୋବସ୍ତସଂକ୍ରାନ୍ତ ଭୂମିର ଜରିବ —Revenue survey of land; cadastra survey.