ପଇସା କମାଇବା

ଉଇକିଅଭିଧାନ‌ରୁ

ପଇସା କମାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଧନ ଅର୍ଜନ କରିବା — ୧. To earn money.
୨. ଅନ୍ୟକୁ ଦିଆ ଯାଉଥିବା ଧନର ପରିମାଣ ଊଣା କରିଦେବା —୨. To diminish the amount of money which one is in the habit of paying to another.