ପଇସା ପଇସି

ଉଇକିଅଭିଧାନ‌ରୁ

ପଇସା ପଇସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୈସା ପୈସି—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନିରର୍ଥକ ଧ୍ୱନ୍ୟନୁକାରୀ ସହଚର ଶଦ୍ଦ)[ସମ୍ପାଦନା]

ପଇସା କଉଡ଼ି; ନଗଦ ଧନ —Cash.