ପଇସା ଭଙ୍ଗାଇବା
ଦେଖଣା
ପଇସା ଭଙ୍ଗାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଇସା ଭଙ୍ଗାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଟଙ୍କା ବା ନୋଟ ଦେଇ ତହିଁ ପରିବର୍ତ୍ତରେ ପଇସା ଆଣିବା; ଟଙ୍କା ଭଙ୍ଗାଇବା —To exchange notes or silver coins into copper coins.
[ଦ୍ରଷ୍ଟବ୍ୟ —ଏହା ପ୍ରକୃତରେ ଟଙ୍କା ବା ନୋଟ ଭଙ୍ଗାଇବା ଅଟେ]