ପଇ ଉଠେଇବା
(ପଇ ଟେକିବା, ପଇ ଦେବା; ପର ବସେଇବ—ଅନ୍ୟରୂପ)
କ୍ଷେତ୍ରରେ ଚାରି ପାଖରେ ମାଟିର ଚେକାଦ୍ୱାରା ବାଡ଼ କରିବା —To raise a wall of high ridge of sods round a field.