ପଉନେ

ଉଇକିଅଭିଧାନ‌ରୁ

ପଉନେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପୌନେ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ପାଦୋନ; ପ୍ରା ପାଓନ)[ସମ୍ପାଦନା]

ପାଏ ଋଣା; ଏକା ପାଆ କମ — Less by one quarter.

(ଯଥା— ମୋତେ ପଉନେ ଦୁଇ ଟଙ୍କା ଦିଅ= ଟ ୧ ଦିଅ)

[ଦ୍ରଷ୍ଟବ୍ୟ —'ପଉନେ' ଶବ୍ଦ ଓଡ଼ିଆରେ ଚଳୁ ନଥିଲା ଏବେ ହିନ୍ଦି ଓ ବଙ୍ଗଳା ଅନୁକରଣରେ ଗଣିତର ପାଠ୍ୟ ପୁସ୍ତକମାନଙ୍କରେ ଏହି ଶବ୍ଦ ବ୍ୟବହାର ଦେଖାଯାଏ]