ପଉରଷ

ଉଇକିଅଭିଧାନ‌ରୁ

ପଉରଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପଉରୁଷ, ପୌରଷ,ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ପଦ୍ୟ) (ସଂସ୍କୃତ - ପୌରୁଷ)[ସମ୍ପାଦନା]

୧. ପ୍ରଶଂସା —୧. praise.

ବିଦ୍ୟୁତିହ୍ୱାକୁ ଅଣାଇଣପାଶ କରି ତାହାକୁ ବହୁତ ପାଉରୁଷ ବିଶ୍ୱନାଥ, ବିଚିତ୍ର ରାମାୟଣ

୨. ବାହାଦୁରି —୨. Excellence; credit.

ପଉରୁଷ ମୋହର ନଉକରି ତାହାର ଚରଣ ମରିବା ସୁଶିଳାରେ କବିସୂର୍ଯ୍ୟ. ସଂଗୀତ

୩. ସାମର୍ଥ୍ୟ; ଶକ୍ତି —୩. Powder; might

ଧେଖାଅ ଅଛି କେତେ ତେର ଅଛି ପୁରୁଷ କୃଷ୍ଣସିଂହ ମହାଭାରତ ବନ