ପଏଦାର୍

ଉଇକିଅଭିଧାନ‌ରୁ

ପଏଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଦାତିକ)[ସମ୍ପାଦନା]

ପାଇକ — A foot soldier.

ରାଉତ ମାହୁନ୍ତ ପାଇକ ସେ ପଏଦାର ସୈନ୍ୟ ସେନାପତିମାନେ ହେଇଲେ ବାହାର—ସାରଳା, ମହାଭାରତ