Jump to content

ପକାପକି

ଉଇକିଅଭିଧାନ‌ରୁ

ପକାପକି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଇଜଣ ଧରାଧରି ହୋଇ ପରସ୍ପରକୁ ତଳେ ପକାଇବା —୧. Mutual throwing down of two combatants.
୨. ଦୁଇଜଣ ପରସ୍ପର ଉପରକୁ କୌଣସି ପଦାର୍ଥ ପକାଇବା —୨. Mutual throwingof things at each other.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ପକ୍କା ବା ଠିକଣା ହେଇଥିବା (ବିଷୟ); ସୁସ୍ଥିରୀକୃତ —(any matter) Made permanent of fixed; well settled.