ପକେଟ୍ ଖରଚ

ଉଇକିଅଭିଧାନ‌ରୁ

ପକେଟ୍ ଖରଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପକେଟ୍ ଓ ଆରବୀ - ଖର୍ଚ)[ସମ୍ପାଦନା]

୧. ବଡ଼ଲୋକଙ୍କ ପିଲାଙ୍କୁ ବାଜେ ବା ସଉକୀନୀ କରିବାପାଇଁ ଦିଆଯିବା ନିର୍ଦ୍ଦିଷ୍ଟ ଧନ —୧. Pocket allowance.
୨. ବଡ଼ ଲୋକଙ୍କ ଖାଦ୍ୟ, ପୋଷାକ ଓ ବହିପତ୍ର ଆଦି ପାଇଁ ନିର୍ଦ୍ଧାରିତ ଖରଚ ଛଡ଼ା ବାଜେ ଖରଚ —୨. Private expenses; miscellaaneous expenses.