ପକୋଡ଼ି

ଉଇକିଅଭିଧାନ‌ରୁ

ପକୋଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ୱବଟକ)[ସମ୍ପାଦନା]

ଫେଣ୍ଟା ହୋଇଥିବା ବୁ଼ଟ ବେଶନ ବା ବୁଟ ବଟାକୁ ଘିଅ ବା ତେଲରେ ଛାଙ୍କି ଫୁଲବଡ଼ି ଆକାରରେ ତିଆରି କରିବା ଖାଦ୍ୟ — Small globules of gram-flour mixed with water, made into paste and fried in ghee or oil.

[ଦ୍ରଷ୍ଟବ୍ୟ —ଦାକ୍ଷିଣାତ୍ୟରେ ଲଙ୍କାମରିଚ ଫଳକୁ ବୁଟବେଶନ ଆଦିରେ ବୁଡ଼ାଇ ତାକୁ ଘିଅ ବା ତେଲରେ ଛାଣନ୍ତି ସମୟେ ସମୟେ ବୁଟ ସଙ୍ଗେ ଲଙ୍କା ଓ ପିଆଜ ଆଦି ବଟା ହୋଇ ମଧ୍ୟ ପକୋଡ଼ି ତିଆରି ହୁଏ]