ପକ୍ଷ

ଉଇକିଅଭିଧାନ‌ରୁ

ପକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପକ୍ଷ୍ ଧାତୁ= ଗ୍ରହଣ କରିବା+ କର୍ମ. ଅ)[ସମ୍ପାଦନା]

୧. ମାସାର୍ଦ୍ଧ; ପଞ୍ଚଦଶ ଦିବାରାତ୍ରି —୧. Fortnight.

[ଦ୍ରଷ୍ଟବ୍ୟ —ଶୁକ୍ଳ ପ୍ରତିପଦଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶୁକ୍ଳପକ୍ଷ ଓ କୃଷ୍ଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କୃଷ୍ଣପକ୍ଷ]

୨. ପକ୍ଷୀର ଡ଼େଣା —୨. Wing of a bird.
୩. ବାଣ ବା ଶରରେ ଲାଗିଥିବା ପକ୍ଷ ବା ପୁଚ୍ଛ — ୩. The feather of an arrow.
୪. ପାଖ; ପାର୍ଶ୍ୱ —୪. Side; flank.
୫. ଗୁଚ୍ଛ; ସମୂହ —୫. Collection; cluster.
୬. ଭିତ୍ତି; କାନ୍ଥ —୬. Wall.
୭. ବରଣ୍ଡା; ପିଣ୍ଡା —୭. varanda; aside.
୮. ପାର୍ଶ୍ୱଗୃହ —୮. Side room.
୯. ରାଜ ହସ୍ତୀ —୯. A king's elephants.
୧. ବିରୋଧ —୧୦. Opposition.
୧୧. ଥର; ବାର —୧୧. Time.
୧୨. ସୈନ୍ୟ; ବଳ —୧୨. Army.
୧୩. ପ୍ରଶ୍ନ ବା ଉତ୍ତର —୧୩. Questioon or answer.
୧୪. ପ୍ରତ୍ୟୁତ୍ତର —୧୪. Reply.
୧୫. ସହାୟ —୧୫. Help; support.
୧୬. ସମ୍ପ୍ରଦାୟ; ଗଣ୍ଡ; ଦଳ; ୨ଟି ବିପକ୍ଷ ଦଳ ମଧ୍ୟରୁ ଏକ — ୧୬. Party; one of the contending parties.
୧୭. ଏକପକ୍ଷଭୁକ୍ତ ବ୍ୟକ୍ତି —୧୭. Partisan.
୧୮. ଚୁଲିର ପଙ୍ଖା ବା ମୁହଁ — ୧୮. The muth of an oven.
୧୯. ଦୁଇ ସଂଖ୍ୟାବୋଧକ ଅଙ୍କ —୧୯. Dual number two.


୨. ମତ —୨୦. Opinion.
୨୧. ଦ୍ୱନ୍ଦ; ଯୋଡ଼ା —୨୧. Couple; pair.
୨୨. ବିରୁଦ୍ଧ ଯୁକ୍ତିର ଏକ ଦିଗ — ୨୨. One side of an argument.
୨୩. (ନ୍ୟାୟଦର୍ଶନ) ଅନୁମେୟ ବସ୍ତୁର ଆଧାର — ୨୩. The subject of a logical proposition.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଏକ କଡ଼ାର ୨ ଭାଗରୁ ଏକ ଭାଗ — ୧. ୧/୨ of a kaṟḍ̠ā.
୨. ଘଟଣା; ଅବସ୍ଥା —୨. State; event.

ହେବାରୁ ତୁମ୍ଭେ ମ୍ନେହେ ଲଟପଟ, ଉତ୍ତ ପକ୍ଷ ଛାଡ଼ିବାର ଘଟ କବିସୂର୍ଯ୍ୟ. କବିତାକଲ୍ଲୋଳ

୩. ଚକ୍ଷୁର ଡ଼ୋଳା —୩. Eye-ball.

ଏମନ୍ତ ନୟନ ମଧ୍ୟ ପକ୍ଷ ଅନ୍ତବର ରଞ୍ଜନ ଭଞ୍ଜ. ପ୍ରେମସୂଧାନିଧି

ଦେଶଜ - ବିଶେଷଣ -[ସମ୍ପାଦନା]

ବିପକ୍ଷ; ପ୍ରତିକୂଳ —Unfavourable.

ଏବେ ମୁ କଟାକ୍ଷ ଫିଙ୍ଗୁ ନାହିଁ ପକ୍ଷ ହେବାରୁ ଅହଂକାର କବିସୂର୍ଯ୍ୟ. ସଙ୍ଗୀତ