ପକ୍ଷ
ଦେଖଣା
ପକ୍ଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପକ୍ଷ୍ ଧାତୁ= ଗ୍ରହଣ କରିବା+ କର୍ମ. ଅ)
[ସମ୍ପାଦନା]- ୧. ମାସାର୍ଦ୍ଧ; ପଞ୍ଚଦଶ ଦିବାରାତ୍ରି —୧. Fortnight.
[ଦ୍ରଷ୍ଟବ୍ୟ —ଶୁକ୍ଳ ପ୍ରତିପଦଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶୁକ୍ଳପକ୍ଷ ଓ କୃଷ୍ଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କୃଷ୍ଣପକ୍ଷ]
- ୨. ପକ୍ଷୀର ଡ଼େଣା —୨. Wing of a bird.
- ୩. ବାଣ ବା ଶରରେ ଲାଗିଥିବା ପକ୍ଷ ବା ପୁଚ୍ଛ — ୩. The feather of an arrow.
- ୪. ପାଖ; ପାର୍ଶ୍ୱ —୪. Side; flank.
- ୫. ଗୁଚ୍ଛ; ସମୂହ —୫. Collection; cluster.
- ୬. ଭିତ୍ତି; କାନ୍ଥ —୬. Wall.
- ୭. ବରଣ୍ଡା; ପିଣ୍ଡା —୭. varanda; aside.
- ୮. ପାର୍ଶ୍ୱଗୃହ —୮. Side room.
- ୯. ରାଜ ହସ୍ତୀ —୯. A king's elephants.
- ୧. ବିରୋଧ —୧୦. Opposition.
- ୧୧. ଥର; ବାର —୧୧. Time.
- ୧୨. ସୈନ୍ୟ; ବଳ —୧୨. Army.
- ୧୩. ପ୍ରଶ୍ନ ବା ଉତ୍ତର —୧୩. Questioon or answer.
- ୧୪. ପ୍ରତ୍ୟୁତ୍ତର —୧୪. Reply.
- ୧୫. ସହାୟ —୧୫. Help; support.
- ୧୬. ସମ୍ପ୍ରଦାୟ; ଗଣ୍ଡ; ଦଳ; ୨ଟି ବିପକ୍ଷ ଦଳ ମଧ୍ୟରୁ ଏକ — ୧୬. Party; one of the contending parties.
- ୧୭. ଏକପକ୍ଷଭୁକ୍ତ ବ୍ୟକ୍ତି —୧୭. Partisan.
- ୧୮. ଚୁଲିର ପଙ୍ଖା ବା ମୁହଁ — ୧୮. The muth of an oven.
- ୧୯. ଦୁଇ ସଂଖ୍ୟାବୋଧକ ଅଙ୍କ —୧୯. Dual number two.
- ୨. ମତ —୨୦. Opinion.
- ୨୧. ଦ୍ୱନ୍ଦ; ଯୋଡ଼ା —୨୧. Couple; pair.
- ୨୨. ବିରୁଦ୍ଧ ଯୁକ୍ତିର ଏକ ଦିଗ — ୨୨. One side of an argument.
- ୨୩. (ନ୍ୟାୟଦର୍ଶନ) ଅନୁମେୟ ବସ୍ତୁର ଆଧାର — ୨୩. The subject of a logical proposition.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକ କଡ଼ାର ୨ ଭାଗରୁ ଏକ ଭାଗ — ୧. ୧/୨ of a kaṟḍ̠ā.
- ୨. ଘଟଣା; ଅବସ୍ଥା —୨. State; event.
ହେବାରୁ ତୁମ୍ଭେ ମ୍ନେହେ ଲଟପଟ, ଉତ୍ତ ପକ୍ଷ ଛାଡ଼ିବାର ଘଟ କବିସୂର୍ଯ୍ୟ. କବିତାକଲ୍ଲୋଳ
- ୩. ଚକ୍ଷୁର ଡ଼ୋଳା —୩. Eye-ball.
ଏମନ୍ତ ନୟନ ମଧ୍ୟ ପକ୍ଷ ଅନ୍ତବର ରଞ୍ଜନ ଭଞ୍ଜ. ପ୍ରେମସୂଧାନିଧି
ଦେଶଜ - ବିଶେଷଣ -
[ସମ୍ପାଦନା]ବିପକ୍ଷ; ପ୍ରତିକୂଳ —Unfavourable.
ଏବେ ମୁ କଟାକ୍ଷ ଫିଙ୍ଗୁ ନାହିଁ ପକ୍ଷ ହେବାରୁ ଅହଂକାର କବିସୂର୍ଯ୍ୟ. ସଙ୍ଗୀତ