ପକ୍ଷଚର

ଉଇକିଅଭିଧାନ‌ରୁ

ପକ୍ଷଚର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପକ୍ଷ+ ଚର୍ ଧାତୁ+ କର୍ତ୍ତୃ. ଅ)[ସମ୍ପାଦନା]

୧. ଚନ୍ଦ୍ର — ୧. The moon.
୨. ଅନୁଚର —୨. Follower; attandant.
୩. ସହଚର —୩. Companion.
୪. ଦ୍ୱନ୍ଦଚର; ଚକ୍ରବାକ ପକ୍ଷୀ —୪. The ruddy gooes.
୫. ହସ୍ତୀ —୫. Elephant.