ପକ୍ଷ ଧରିବା

ଉଇକିଅଭିଧାନ‌ରୁ

ପକ୍ଷ ଧରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପକ୍ଷ ନେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ବିବାଦରେ କୌଣସି ପକ୍ଷ ଗ୍ରହଣ କରିବା — ୧. To take a side in a dispute.

ପାଣ୍ଡୁ ସୂତଙ୍କର ତୁମ୍ଭର ହେଲେ ଗୋଳ, ପକ୍ଷ ଧରି ରହିବାକୁ ମୋର ନାହିଁ ବଳ କୃଷ୍ଣସିଂହ. ମହାଭାରତ

୨. ପକ୍ଷପାତୀ ହେବା; ଏକ ପକ୍ଷ ପ୍ରତି ଅନ୍ୟାୟରେ ଆସକ୍ତ ହେବା —୨. To be partical to one party.