Jump to content

ପକ୍ୱାନ୍ନ

ଉଇକିଅଭିଧାନ‌ରୁ

ପକ୍ୱାନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପକ୍ୱ+ଅନ୍ନ)

[ସମ୍ପାଦନା]
୧. ରନ୍ଧା ଯାଇଥିବା ଖାଦ୍ୟ — ୧. Cooked food.
୨. ଘୃତପକ୍ୱ ମିଷ୍ଟାନ୍ନ; ପଲଉ —୨. Dainty sweets prepared with ghee; rich food.