ପଖ

ଉଇକିଅଭିଧାନ‌ରୁ

ପଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ; ପ୍ରା. ପଖ୍ଖ)[ସମ୍ପାଦନା]

ମାସାର୍ଦ୍ଧ — Fortnight.

ସେ ଚନ୍ଦ୍ର ମାତାର ଶାପ ପାଇ ବଢ଼ଇ ପଖରେ ଛିଡ଼ାଇ ଯଶୋବନ୍ତ, ପ୍ରେମଭକ୍ତିବ୍ରହ୍ମଗୀତା

୨. ଚାନ୍ଦ୍ରମାନ ପକ୍ଷ —୨. Lunar fortnight.