ପଖନ୍

ଉଇକିଅଭିଧାନ‌ରୁ

ପଖନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ପାଷାଣ; ଢୁଳ; ହିନ୍ଦୀ - ପାଖାନ୍; ଷ ସ୍ଥାନରେ ଖ ଉଚ୍ଚାରଣ)[ସମ୍ପାଦନା]

ପାଷାଣ; ପଥର —Stone.

ରତଡ଼ ବୁଦ୍ଧି ଅନେ, ପଖନ୍ ବୁହେ ଗୁରେ—ପବଚନ