ପଖଳା

ଉଇକିଅଭିଧାନ‌ରୁ

ପଖଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ଷାଳନ)[ସମ୍ପାଦନା]

୧. ପ୍ରକ୍ଷାଳନ; ଧୋଇବା — ୧. Washing.
୨. ଭାତ ପଖାଳିବା — ୨. Wetting boiled rice.

ଦେଶଜ - ବିଶେଷଣ -[ସମ୍ପାଦନା]

ଧୌତ; ପ୍ରକ୍ଷାଳିତ —Washed.