ପଖା
ପଖା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ପଖା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ)[ସମ୍ପାଦନା]
- ୧. କଡ଼; ପାର୍ଶ୍ୱ — ୧. Side; flank.
ପଖା ପିଠି ମୁଣ୍ଡ ନାକ କାନରେ ଶର, ମଣ୍ଡି ହୋଇଲେ ଦୁଇକଳ ଯୋଦ୍ଧା ନର କୃଷ୍ଣସିଂହ, ମହାଭାରତ, ଦ୍ରୋଣ
- ୨. ଖୁଆମୁଣ୍ଡି; ବାହୁର ମୂଳ —୨. The root of the arm.
- ୩. କାନ୍ଧପାଖ ହାଡ଼ —୩. Shoulder blade.
- ୪. ଚୁଲିର ରନ୍ଧ୍ର ବା ମୁଖ — ୪. The mouth of an oven.
- ୫. ବ୍ୟଜନ; ପଙ୍ଖା —୫. Fan.
ସ୍ତୀରୀମାନେ ଯେ ପଙ୍ଖାମାନ ପକାଇଲେ ପୁରୋହିତ ସମାଗାନ ଆରମ୍ଭିଲେ—କୃଷ୍ଣସିଂହ. ମହାଭାରତ