Jump to content

ପଖାବାଡି

ଉଇକିଅଭିଧାନ‌ରୁ

ପଖାବାଡି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଜାହାଜିଆ ଭାଷା)

[ସମ୍ପାଦନା]

ଚକ୍ରଯୁକ୍ତ ଯନ୍ତ୍ରର ପରିଧିରେ ଧରିବାପାଇଁ ବାହାରିଥିବା କାଠି —(nautical) The handles on the periphery of the wheel which controls the rudder of a ship.

ବାଉର ପଖାବାଡ଼ି ଧରିଥିବା ଛଜଣ ଖଲାସି ଡ଼ାକିଲେ ଫକୀରମୋହନ, ଗଳ୍ପସ୍ୱଳ୍ପ