ପଖା ଖସେଇବା

ଉଇକିଅଭିଧାନ‌ରୁ

ପଖା ଖସେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ପଖା ଖସେଇ ଦେବା, ପଖା ଭାଙ୍ଗିବା] ପଖା ଭାଙ୍ଗିଦେବାଅନ୍ୟରୂପ

ଦେଶଜ - କ୍ରିୟାପଦ -[ସମ୍ପାଦନା]

ମାଡ଼ଦ୍ୱାରା ହାତର ଡେଣାକୁ ସ୍ୱସ୍ଥାନଚ୍ୟୁତ କରିବା —To displace the arm from its socket by blows.

ଗଉଡ଼ ଭଣ୍ଡାରି ଗୋଖା, ନିତି ଭାଙ୍ଗୁଥିବ ପଖା ତେବେ ସେ ଯାଇ ଦେବେ ଦେଖା ଢ଼ଗ