ପଖିଆ
ପଖିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ; ଏହା ପକ୍ଷ ଆକୃତିର ଥିବାରୁ)[ସମ୍ପାଦନା]
- ୧. ବର୍ଷାରୁ ରକ୍ଷା ପାଇବା ନିମନ୍ତେ ବ୍ୟବହୃତ ମୁଣ୍ଡଠାରୁ ଜଙ୍ଘ ପର୍ଯ୍ୟ୍ୟନ୍ତ ପଡ଼ୁଥିବା ତାଳପତ୍ର ନିର୍ମିତ ଏକପ୍ରକାର ଘୋଡ଼ଣୀ —୧. A covering made of palm-leaves matted together extending from the head to the things for protecting the body from rain.
- ୨. ଘରର କାନ୍ଥ ଓ ଖୁଣ୍ଟ ଉପରେ ଥିବା କାଷ୍ଠଖଣ୍ଡ — ୨. A plate of wood passing over the wall and the pillars of a house.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
ଆନୁକୁଲ୍ୟ —Favourableness.
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]
- ୧. ଅନୁକୁଳ — ୧. Favourable.
- ୨. ପକ୍ଷୀୟ —୨. Belonging to a party.