ପଗଡ଼ିବା

ଉଇକିଅଭିଧାନ‌ରୁ

ପଗଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପ୍ରଗ୍ରହ)[ସମ୍ପାଦନା]

୧. ଧରିବା; ଗିରଫଦାର୍ କରିବା — ୧. To arrest; to seize.

ଗଉତମ ହିଜକୁ ବାଟରେ ପଗଡ଼ି ଆସିଲେ ବାବୁଠାକୁ କ୍ରୋଧେ ଦାନ୍ତ ଭିଡ଼ି—କୃଷ୍ଣସିଂହ. ମହାଭାରତ. ବନ

୨. ଜୋର କରି ଧରିବା —୨. To hold tight.
୩. ଆକ୍ରମଣ କରିବା —୩. To attack.