ପଗଲାଇବା
ଦେଖଣା
ପଗଲାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଗଲାଇବା
|
(ପଗଳାମି କରା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାରଚାଉଳେଇ କଥା କହିବା; ପାଗଳ ପରି କଥା କହିବା —୧. To talk like a mad man.
- ୨. କଥାରେ ଭଣ୍ଡାଇ ଦେବା — ୨. To inveigle.
ପଗଲାଇବା
|
(ପଗଳାମି କରା—ଅନ୍ୟରୂପ)