ପଙ୍କଜିନୀ

ଉଇକିଅଭିଧାନ‌ରୁ

ପଙ୍କଜିନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପଙ୍କଜ+ଇନ୍+ ସ୍ତ୍ରୀ. ଈ)[ସମ୍ପାଦନା]

୧. ପଦ୍ମିନୀ — ୧. Collection of lotuses.
୨. ପଦ୍ମ ପୋଖରୀ —୨. A tank grown with lotuses.