ପଙ୍ଗା ମାଛ

ଉଇକିଅଭିଧାନ‌ରୁ

ପଙ୍ଗା ମାଛ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପହଙ୍ଗା, ପହଙ୍ଗା ମାଛ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଙ୍ଗିଶ, ପିଙ୍ଗାଶ)[ସମ୍ପାଦନା]

ଜଳଙ୍ଗ ବା ଆଡ଼ୀଜାତୀୟ ଏକପ୍ରକାର ମଧୁର ମାଛ —A kind of fresh-water-fish; Pagasius Buchanani.

[ଦ୍ରଷ୍ଟବ୍ୟ —ଏମାନେ ପଙ୍କରେ ରହନ୍ତି ଏମାନଙ୍କ ଦେହ ପାଉଁଶିଆ ଏମାନେ ଅକାତିଆ ବଡ଼ ମାଛ; ଏମାନଙ୍କ ମୁହଁ ଚଉଡ଼ା, ପ୍ରାୟ

୨/?/: ହାତ ଲମ୍ୱ ଓ ୪/୫: ଓଜନ ଏମାନଙ୍କ ମୁହଁ ଚଉଡ଼ା ଏବଂ ୪ଟା ନିଶ ଥାଏ ଏମାନେ ଭାରି ତେଲିଆ ମାଛ ଏମାନଙ୍କ ଭଦ୍ରଶ୍ରେଣୀର ଲୋକେ ଖାଆନ୍ତି କିନ୍ତୁ ଏମାନେ ବିଷ୍ଠା ଓ ଶବ ଭକ୍ଷଣ କରନ୍ତି]