ପଚାରିବା
Appearance
ପଚାରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଚାରିବା
|
ଦେଶଜ - କ୍ରି. (ସଂସ୍କୃତ - ପ୍ରଚ୍ଛ୍ ଧାତୁ)
[ସମ୍ପାଦନା]- ୧. ପ୍ରଶ୍ନ କରିବା — ୧. To question; to ask.
ପଚାରିବଟି କଟି କୃଶାକୁରେ କବିସୂର୍ଯ୍ୟ ସଙ୍ଗୀତ
- ୨. ତତ୍ତ୍ୱ ନେବା —୨. To enquire; to make enquiries.
ଗୋ ପ୍ରିୟ ସହି ବିଚାରିଲେ ପଚାରିଲେ ନାହିଁ ଗୋଲକ. ଇନ୍ଦୁରେଖା